ମାଲକାନଗିରି: ମାଲକାନଗିରି ଅବକାରୀ ବିଭାଗ ତରଫରୁ ଦୁଇଟି ସ୍ଥାନରେ ଚଢ଼ଉକାରୀ ୧୩୬ କିଲୋ ଗଞ୍ଜେଇ ଜବତ କରାଯିବ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି।ଵିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ-୧ ନିକଟସ୍ଥ ପାହାଡ଼ ଉପରେ ଗଞ୍ଜେଇ ରହିଥିବା ଖବର ପାଇ ଅବକାରୀ ଅଧିକ୍ଷକ ଅରୁଣ କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଢ଼ଉକାରୀ ୧୨୬ କିଲୋ ଗଞ୍ଜେଇ ଜବତ କରାଯାଇଥିବା ବେଳେ ମାଲକାନଗିରି ଥାନା ଅଂଚଳରେ ମଟର ସାଇକେଲ ଯୋଗେ ୧୦ କିଲୋ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ଚଢ଼ାଉ କରାଯାଇ ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ହୀରଫ କରି କୋର୍ଟ ଚାଲାଣ କରାଯାଇଥିବା ଅଧିକ୍ଷକ ଅରୁଣ ପାଢ଼ୀ ପ୍ରକାଶ କରିଛନ୍ତି।
ଅବକାରୀ ବିଭାଗର ଚଢ଼ଉ; ୧୩୬ କିଲୋ ଗଞ୍ଜେଇ ଜବତ, ୨ ଗିରଫ
/sambad/media/post_attachments/wp-content/uploads/2021/10/432bca97-bf80-4b49-a14c-0cbaea966bbe.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)