ବନ୍ଧୁକ ମୁନରେ ୧୫ ଲକ୍ଷ ଲୁଟ

ପଦ୍ମପୁର: କେନ୍ଦୁଝର ଜିଲ୍ଲା ପଦ୍ମପୁର ଅଂଚଳରେ ଆଜି ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି |ଖଣ୍ଡା ଓ ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି | ଜଣେ ଟ୍ରାନ୍ସପୋର୍ଟ କଂପାନୀ କର୍ମଚାରୀଙ୍କଠାରୁ ଲୁଟିଲେ ୨ ଦୁର୍ବୃତ୍ତ | ସଦର ଥାନା ଏନ୍ଏଚ୍‌ ୪୯ ଠାକୁରଡିହି ଛକ ନିକଟରୁ ଲୁଟ୍ ହୋଇଥିବାବେଳେ ଅଭିଯୋଗ ମୁତାବକ ବାଇକରେ ଆସି ୨ ମୁଖାପିନ୍ଧା ଦୁର୍ବୃତ୍ତ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି |

ସମ୍ବନ୍ଧିତ ଖବର