ନଦୀରେ ବୁଡି ଯୁବକ ମୃତ, ଜଣେ ନିଖୋଜ

ବରୀ : ବରୀ ରାମଚନ୍ଦ୍ରପୁର ଥାନା ଅଧିନ ଶଙ୍କରାକୂଳନନ୍ଦାରେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ  ବୁଡ଼ି ୨ ଯୁବକ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ ଦେହ ମିଳିଥିବା ବେଳେ ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି ।

ବରୀ ଅଗ୍ନିଶମ ଵିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।  ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ପହଁରା ନ ଜାଣି ଗଭୀର ନଦୀ ଜଳରେ ଗାଧୋଉ ଥିବା ବେଳେ ଏପରି ଘଟଣା ଘଟିଛି ।

ସମ୍ବନ୍ଧିତ ଖବର
AdBlock Detected

Looks like you are using an ad-blocking browser extension. We request you to whitelist our website on the ad-blocking extension and refresh your browser to view the content.