ଝାଡ଼ାବାନ୍ତିରେ ୨୦ ଡଙ୍ଗରିଆ ଆକ୍ରାନ୍ତ

ରାୟଗଡା: କଲ୍ୟାଣସିଂହପୁର ବ୍ଲକ ପାରସାଲି ପଂଚାୟତର ଫାକେରି, ନିଶିଖାଲ, ପଟାଙ୍ଗପଦର, ଲାଖପଦର ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଛି। ଆକ୍ରାନ୍ତଙ୍କ ମଧ୍ୟରେ ତାଡି ସିକକା, ରେଲ ସିକକା, ବିମଳି କାଡ୍ରେକା, ସୀତାଇ କାଡ୍ରେକା ପ୍ରମୁଖ ରହିଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର