ଯାଜପୁର:ବେଆଇନ ଭାବେ ଚାଲୁଥିବା କ୍ରସରରୁ ଭଦ୍ରକ, ବାଲେଶ୍ୱର ଓ ଧାମରାକୁ ଚୋରା ଚାଲାଣ ହେଉଥିବା ୨୮ଟି ଚିପ୍କସ ବୋଝେଇ ହାଇଓ୍ଵା ଗାଡ଼ିକୁ ଆଜି ସକାଳେ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ପବୁଲିସ ଜବତ କରିଛି। ଏ ନେଇ ପୁଲିସ ପକ୍ଷରୁ ବ୍ୟସନଗର ତହସିଲଦାରଙ୍କୁ ଖବର ଦିଆଯାଇଛି। ସେ ଆସି ଏହି ସବୁ ଗାଡ଼ି ଗୁଡ଼ିକ ଉପରେ ଜରିମାନା ନିର୍ଦ୍ଧାରଣ କରିବେ।
ଯାଜପୁର: ୨୮ଟି ଚିପ୍ସ ବୋଝେଇ ହାଇଓ୍ଵା ଜବତ
/sambad/media/post_attachments/wp-content/uploads/2017/09/JAJPUR-PANIKOILI-TRUCK-JABAT.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)