କବାଟବନ୍ଧ: ବ୍ରାହ୍ମଣୀ ନଦୀର ଜେନାପୁର ନିକଟରୁ ଆଜି ଧୀବରମାନେ ଏକ ୩୦ କେଜି ଓଜନର କଳାସାରଣ୍ଡ ମାଛ ଧରିଛନ୍ତି।
ମାଛଟିକୁ ଧର୍ମଶାଳା ଜୋନ୍-୧୨ ବିଜେଡି ସଂଯୋଜକ ପ୍ରହଲ୍ଲାଦ ଲେଙ୍କା ୮ ହଜାର ଟଙ୍କା ଦେଇ କିଣିନେଇଥିଲେ। ଜେନାପୁର ପଞ୍ଚାୟତ ବରମପୁର ଗ୍ରାମର ରୁନୁଆ ଦଳେଇ ଓ ତାଙ୍କ ବାପା ଚାନ୍ଦିଆ ଦଳେଇଙ୍କ ଜାଲରେ ଏହି ମାଛଟି ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/11.jpg)