ଇଏମ୍ ଡିଜିଟାଲ ଓ ବ୍ରଡବ୍ୟାଣ୍ଡ ସେବା ବିଚ୍ଛିନ୍ନ ଉଦ୍ୟମ, ୪ ଯୁବକ ଅଟକ

କଟକ: ଇଏମ୍ ଡିଜିଟାଲ ଓ ବ୍ରଡବ୍ୟାଣ୍ଡ ସେବା ବିଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିବା ୪ ଜଣ ଯୁବକଙ୍କୁ କଟକ ବାଦାମବାଡ଼ି ପୁଲିସ ଅଟକ ରଖିଛି। ଇଏମ୍ ଡିଜିଟାଲ ଓ ବ୍ରଡବ୍ୟାଣ୍ଡ କଟକ କାର୍ଯ୍ୟାଳୟ ପକ୍ଷରୁ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି। ଏହି ଘଟଣାରେ ପୁଲିସ ଛାନ୍ ଭିନ୍ ଜାରି ରଖିଛି। ଉଦୟ ଟେଲ୍ କମ୍ପାନି ପକ୍ଷରୁ ଇଏମ୍ ଡିଜିଟାଲ ଓ ବ୍ରଡବ୍ୟାଣ୍ଡ ସେବା ଖରାପ କରିବାକୁ ଏଭଳି ଚେଷ୍ଟା କରାଯାଉଥିବା ଅଭିଯୋଗ ଫର୍ଦ୍ଦରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର