୫ଟି କ୍ରସରକୁ ବନ୍ଦ କଲା ପ୍ରଶାସନ  

ଚଣ୍ଡିଖୋଲ/ବଡ଼ଚଣା: ହାଇକୋର୍ଟ ନିର୍ଦେଶକ୍ରମେ ଆଜି ଦର୍ପଣ ତହସିଲ ଅଂଚଳରେ ବେଆଇନ ଭାବେ ଚାଲୁଥିବା ୬ ଟି କ୍ରସର ୟୁନିଟକୁ ପ୍ରଶାସନ ସିଲ କରିଛି । ସ୍ଥାନୀୟ  ପୁଲିସଙ୍କ ଉପସ୍ଥିତିରେ ଦର୍ପଣ ତହସିଲଦାର, ଜିଲା ପ୍ରଦୂଷଣ ଅଧିକାରୀ ଓ ଖଣି ବିଭାଗର ଉପ ନିର୍ଦ୍ଦେଶକଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହି ଏହି ତହସିଲ ଅନ୍ତର୍ଗତ ରାଣିବନ୍ଦି ରେ ଥିବା ତିନୋଟି, ପଲାଇରେ ଗୋଟିଏ ଓ ପତରାଜପୁର ଠାରେ ଗୋଟିଏ ଏମିତି ୫ ଟି କ୍ରସର କୁ ଆଜି ସିଲ କରାଯାଇଛି ।

ସମ୍ବନ୍ଧିତ ଖବର