ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା, ୫ ଆହତ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସରେ ଦୁର୍ଘଟଣା ଘଟି ୫ ଜଣ ଶ୍ରମିକ ଆହତ ହୋଇଛନ୍ତି। ଗ୍ୟାସ ଲିକ୍‌ ଯୋଗୁଁଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିିଛି। ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଆଇଜିଏଚ୍‌ରେ ଭର୍ତ୍ତି ହୋଇଥିିବା ଶ୍ରମିକମାନେ ହେଲେ ଉମାକାନ୍ତ ମହାନ୍ତି, ହରିବନ୍ଧୁ ସ୍ୱାଇଁ, ପଙ୍କଜ ଶର୍ମା। ଅନ୍ୟ ଦୁଇଜଣ ଆରଏସପି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର