ଅନୁଗୁଳ: ତାଳଚେର ଉପଖଣ୍ଡ ଡାକ୍ତରଖାନାର ବରିଷ୍ଠ କିରାଣୀଙ୍କ ନାମରେ ଚାକିରି ଦେବା ନାମରେ ଲାଞ୍ଚ ନେଉଥିବା ଅଭିଯୋଗ ଆସିଥିଲା। ଉକ୍ତ ଅଭିଯୁକ୍ତର ନାମ ବିନୋଦ କୁମାର ବେହେରା ବୋଲି ଜଣାପଡ଼ିଛି।
ବିନୋଦ କୁମାର ବେହେରା ଚାକିରି ଦେବା ନାମରେ ଟଙ୍କା ଡିଲ କରୁଥିବାର ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ‘ସମ୍ବାଦ’ରେ ଏନେଇ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଚାକିରି ଦେବା ନାମରେ ସେ ୫ ହଜାର ଟଙ୍କାର ଦଲାଲି କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/untitled-3_1578978435.jpg)