ମାଲକାନଗିରି: ମାଲକାନଗିରି ଜିଲ୍ଲା କରକଣ୍ଡା ବ୍ଲକ୍ ଏମ ଭି ୨୩ ଗାଁରେ ୨ ଦିନ ହେବ ନିଖୋଜ ଥିବା ଏକ ୫ ବର୍ଷର ଶିଶୁକନ୍ୟାର ମୃତ ଦେହ ଆଜି ସକାଳୁ ଠାବ କରାଯାଇଛି। ମୃତ ଶିଶୁଜଣକ ହେଉଛନ୍ତି ନିରାବନ ଘଡ଼ାମିଙ୍କ ଝିଅ ନିଶା ଘଡ଼ାମି। ନିଶାଙ୍କ ବେକ ଓ ଅନ୍ୟାନ ସ୍ଥାନରେ କ୍ଷତିଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ମାଲକାନଗିରି: ନିଖୋଜ ଶିଶୁ କନ୍ୟାର ମୃତଦେହ ଠାବ, ହତ୍ୟା ସନ୍ଦେହ
/sambad/media/post_attachments/wp-content/uploads/2017/09/Deadbody_Packed.jpg)