ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ପୁଲିସ ଆଜି ଅପରାହ୍ନରେ ପୁରୀ କେନାଲ ନିକଟ ପାହାଳ ଫାଣ୍ଡି ଅଂଚଳରୁ ଜଣେ ବ୍ୟକ୍ତିଙ୍କ ଠାରୁ ୫୦ ବୋଲତ ଆସ୍କା-୪୦ ଜବତ କରିଛି। ଏଥି ସହିତ ପୁଲିସ ଏହି ବେଆଇନ ମଦ କାରବାର ଘଟଣାରେ ମଂଚେଶ୍ୱର ଥାନା ଅନ୍ତର୍ଗତ କିମ୍ଭିରିଆ ବସ୍ତିରେ ରହୁଥିବା ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଗେଟବଜାର ଅଂଚଳର ଗୁରୁନାଥ ସାହୁଙ୍କ ପୁଅ କୃଷ୍ଣଚନ୍ଦ୍ର ସାହୁ (୪୦)କୁ ଗିରଫ କରିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
୫୦ ବୋତଲ ଆସ୍କା-୪୦ ଜବତ, ଜଣେ ଗିରଫ
/sambad/media/post_attachments/wp-content/uploads/2020/10/652caa63-78b1-4765-8fa8-96ffba59dfb3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)