କୋରାପୁଟ: ଆଇସକ୍ରିମ ଖାଇଁ କୋରାପୁଟ ଜିଲ୍ଲାର ୩ ଗ୍ରାମର ପ୍ରାୟ ୫୦ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଅସୁସ୍ଥମାନେ ହେଲେ ବଦଳିଗୁଡା, ଘାଟଗୁଡା, ବୁଧାରୀ ଗାଁର ବାସିନ୍ଦା।
ଅସୁସ୍ଥଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ଅଛନ୍ତି। ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇପଡିଛନ୍ତି। ଅସୁସ୍ଥଙ୍କୁ ସୁନାବେଡା ଓ ମାଥିଲିପୁଟ ହସପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/73-1.jpg)