ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ବ୍ଲକ ଜୟନ୍ତଗୁରି ଗ୍ରାମ ପଞ୍ଚାୟତରେ ଗୁରୁବାର ବିଜୁ ଜନତେ ଦଳ ଛାଡି ୬୦ ଜଣ କର୍ମୀ କଂଗ୍ରେସରେ ଯୋଗଦେଇଛନ୍ତି। ମିଶ୍ରଣ ପର୍ବରେ ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ଓ ଜୟପୁର ସଭାପତି ବସନ୍ତ ନାଏକଙ୍କ ଉପସ୍ଥିତିରେ ଅସନ୍ତୁଷ୍ଟ ବିଜେଡି କର୍ମୀମାନେ କଂଗ୍ରେସରେ ଯୋଗଦେଇଛନ୍ତି।

Advertisment

publive-image

ଗୁପ୍ତା ପାତ୍ର, ମାଧବ ନାଏକ, ଲଖନ ଗୌଡ଼, ଧନ ଗୌଡ଼, ଟଙ୍କ ଗୌଡ, ମଧୁସୂଦନ ପଟ୍ଟନାୟକ, ଗଙ୍ଗାଧର ପଟ୍ଟନାୟକ, ଜଗବନ୍ଧୁ ହରିଜନ, ବ୍ରଜ ଗୌଡ଼, ଭଗବାନ ଗୌଡ଼, ନରସିଂହ ମିଶ୍ର, ରମେଶ ପଟ୍ଟନାୟକ, ଟଙ୍କଧର ହରିଜନ, ସୋମନାଥ ହରିଜନ, ରାମଚନ୍ଦ୍ର ଗୌଡ଼, ଲକ୍ଷ୍ମଣ ଗୌଡ଼, ସଦା ଅମର୍ତ୍ତ୍ୟ, ରମେଶ ଅମର୍ତ୍ତ୍ୟ, ପଦ୍ମନ ଗୌଡ଼, ଭୀମ ପଟ୍ଟନାୟକ, ନରସିଂହ ହରିଜନ, ମୋହନ ବାଗ, ଜଗମୋହନ ପଟ୍ଟନାୟକ, ବାଳି ହରିଜନ, ମହେଶ୍ୱର ଅମର୍ତ୍ତ୍ୟ, ମଙ୍ଗଳା ହରିଜନ, ଭଗବାନ ଗୌଡ଼, ବିଶ୍ୱନାଥ ହରିଜନ, ଚୈତନ୍ୟ ହରିଜନ, ପରଷୁ ଅମର୍ତ୍ତ୍ୟ ପ୍ରମୁଖ କଂଗ୍ରେସରେ ଯୋଗଦେଇଛନ୍ତି।