ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହେବାରୁ ୬୦ ଶ୍ରମିକ ଅସୁସ୍ଥ

ବାଲେଶ୍ୱର: ଜାତୀୟ ରାଜପଥ-୧୬ ନିକଟସ୍ଥ ଖନ୍ତାପଡ଼ା ଥାନା ଅଂଚଳରେ ଏକ ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍‌ ନିର୍ଗତ ହେବାରୁ ୬୦ ଜଣ ଶ୍ରମିକ ଅସୁସ୍ଥ ଥିବା ସୂଚନା ମିଳିଛି। ସମସ୍ତଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର