କଟକ: ଜାଗର ସମୟରେ ସର୍ବତ ପିଇ ୬୦ ଅସୁସ୍ଥ

କଟକ: କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ରାଇସୁଗୁଡ଼ା ସ୍ୱପ୍ନେଶ୍ୱର ମନ୍ଦିରକୁ ଜାଗର ଜାଳିବାକୁ ଯାଇଥିବା କେତେକ ଶ୍ରଦ୍ଧାଳୁ ମନ୍ଦିର ନିକଟରେ ଖୋଲାଯାଇଥିିବା ଏକ ସର୍ବତ ଦୋକମାନରୁ ସର୍ବତ ପିଇ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରାୟ ୬୦ ଜଣ ଶ୍ରଦ୍ଧାଳୁ ସର୍ବତ ପିଇବା ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଓ ରାଇସୁଗୁଡ଼ା ଡାକ୍ତରଖାନାରୋ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର