ବିଏନ୍‌ ମହାନ୍ତି ଓ ଆସୋସିଏଟ୍ସ ପକ୍ଷରୁ ରକ୍ତଦାନ ଶିବିର: ୭୩ ୟୁନିଟ ସଂଗୃହୀତ

ବ୍ୟାସନଗର: ବିଏନ୍‌ ମହାନ୍ତି ଆଣ୍ଡ ଆସୋସିଏଟ୍‌ସର ୩୦ ତମ ପ୍ରତିଷ୍ଠା ଦିବସ ତଥା ଏହାର ପ୍ରତିଷ୍ଠାତା ବିବେକାନନ୍ଦ ମହାନ୍ତିଙ୍କ ୬୨ ତମ ଜନ୍ମ ଦିନରେ ସମ୍ବାଦ ଆମ ଓଡ଼ିଶା ଏବଂ ବିଏନ୍‌ ମହାନ୍ତି ଆସୋସିଏଟ୍‌ସ ମିଳିତ ସହଯୋଗରେ ଆଜି ବ୍ୟାସନଗର ଦୁର୍ଗା କଲୋନିର ହରେକୃଷ୍ଣ ଭବନରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ ଅର୍ଥମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ପ୍ରତିଷ୍ଠାତା ଶ୍ରୀ ମହାନ୍ତିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିବା ସହ ଆଶୀର୍ବାଦ କରିଥିଲେ। ଉକ୍ତ ଶିବିରରୁ ମୋଟ ୭୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସମ୍ମାନିତ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁ, ଯାଜପୁରରୋଡ ଏସଡିପିଓ ସଞ୍ଜୟ ପଟ୍ଟନାୟକ, ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ଉପନଗରପାଳ ସୁବାସ ବଳ, କାଉନସିଲର ମଣୀନ୍ଦ୍ର କୁମାର ସାହୁ, ସିଦ୍ଧାର୍ଥ ସାମଲ, ଜିଲ୍ଲା ଆଥଲେଟିକ୍‌ ଆସୋସିଏସନର କାର୍ଯ୍ୟକାରୀ ସଭାପତି ତଥା ପ୍ରାକ୍ତନ ନଗରପାଳ ରସାନନ୍ଦ ମହାନ୍ତି, ପ୍ରାକ୍ତନ ପୌରାଧ୍ୟକ୍ଷା ସବିତା ରାଉତ, ଶ୍ରମିକନେତା ବିଦ୍ୟାଧର ମହାନ୍ତି, ପ୍ରଫୁଲ୍ଲ ନାୟକ, ସମାଜସେବୀ ପ୍ରଫୁଲ୍ଲ କୁମାର ବୋଇତାଇ, ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ଚନ୍ଦ୍ରମଣି ସାମଲ, ଜିଲ୍ଲା ଟିକସ ଓକିଲ ସଂଘ ଉପସଭାପତି ତଥା ବିଜେଡି ଜିଲ୍ଲା ସମ୍ପାଦକ ଧନେଶ୍ଵର ବାରିକ, ପ୍ରୀତି ଚୌରାସିଆ, ରଞ୍ଜିତ କୁମାର ରାୟ, ପ୍ରେମାନନ୍ଦ ମହାନ୍ତି, ନିଗମାନନ୍ଦ ମହାନ୍ତି, ସାମ୍ବାଦିକ ଚିନ୍ତାମଣି ପାଢ଼ୀ, ଉମାକାନ୍ତ ରାଉତ, କୈଳାସ ରାଉତ, ପ୍ରଶାନ୍ତ ପାତ୍ର, ଅଭିମନ୍ୟୁ ମିଶ୍ର, ଆଲୋକ ମହାନ୍ତି, ପବିତ୍ର ମହାନ୍ତି, ଶୁଭାଶିଷ ଦାସମହାପାତ୍ର ଉପସ୍ଥିତ ଥିଲେ।

ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ସଂଗ୍ରାମ କେଶରୀ ସିଂହ, ଡ. ଚିତ୍ତରଞ୍ଜନ ବେହେରା, ସଂଜୀବ ମହନ୍ତ, ପ୍ରଦୀପ ଦାସ, ସୁଧାଂଶୁ ଶେଖର ନାୟକ, ଗିରିଜା ଶଙ୍କର ବେହେରା, ଜିତେନ୍ଦ୍ର ରାଉତ, ପ୍ରଶାନ୍ତି ବିଲଡର୍ସ ପ୍ରୋପାଇଟର ଆଲୋକ ମହାନ୍ତି, ଜିଲ୍ଲା ଆଥଲେଟିକ୍‌ ଆସୋସିଏସନ ସମ୍ପାଦକ ସମ୍ବିତ ମହାନ୍ତି, ପ୍ରଦ୍ୟୁମ୍ନ ନାୟକ, ଆଇନଜୀବୀ ଜିତେନ୍ଦ୍ର ବେହେରା, ଅଭିଷେକ କୁମାର ସାହୁ, ହାପିଦ୍ର ବଳ, ପ୍ରିୟବ୍ରତ ରାଉତ, ମାନବ ଅଭିନବ ରାଉତ, କମଳ ଲୋଚନ ସାହୁ, ବଟକୃଷ୍ଣ ପ୍ରଧାନ, କୈଳାସ ସାହୁ, ଅଞ୍ଜଳି ସାହୁ, ବିନୋଦିନୀ ବଳ, ମହେଶ୍ଵର ପ୍ରଧାନ, ଆଇନଜୀବୀ ଅଜୟ କୁମାର ବିଶ୍ଵାଳ, ଦିଲୀପ କୁମାର ମଲ୍ଲିକ, ରମାକାନ୍ତ ନନ୍ଦ, ଅକ୍ଷୟ କୁମାର ବାରିକ, ରାଜେନ୍ଦ୍ର ଧିର ସାମନ୍ତ, ଦୀପକ ଦାସ, ମାୟାଧର ସ୍ଵାଇଁ, ଗଣେଶ ମଲ୍ଲିକ, ସଞ୍ଜୟ କୁମାର ଆଏଚ, ମହେଶ୍ବର ପରିଡ଼ା, ବିଜୟ କୁମାର ଆଏଚ, ହେମନ୍ତ କୁମାର ଦାସ, ବାପି କାନୁନ୍‌ଗୋ, ସମୀର କୁମାର ମହାନ୍ତି, ମନୋଜ କୁମାର ଓଝା, ସତ୍ୟବ୍ରତ ପରିଡ଼ା, ଶିବାନନ୍ଦ ଦାଶ, ପ୍ରଶାନ୍ତ କୁମାର ସାମଲ, ପଙ୍କଜ କୁମାର ସାହୁ, ଅଭୟ କୁମାର ବିଶ୍ବାଳ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ଯାଜପୁରରୋଡ ରକ୍ତ ଭଣ୍ଡାର ପକ୍ଷରୁ ଡ. ସନ୍ତୋଷ କୁମାର ପୃଷ୍ଟି, ଏଲ୍‌ଟି ସାଗରିକା ମହାପାତ୍ର, ପୂର୍ଣ୍ଣିମା ପଣ୍ଡା, ସମ୍ବିତ କୁମାର ମଲ୍ଲିକ, ନିରଞ୍ଜନ ଜେନା, ମୁନସଫ୍ ରସୁଲ ଖାଁ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ। ବିଏନ୍‌ ମହାନ୍ତି ଆଣ୍ଡ ଆସୋସିଏଟ୍‌ସ ପ୍ରତିଷ୍ଠାତା ଶ୍ରୀ ମହାନ୍ତିଙ୍କ ପତ୍ନୀ ସୁସ୍ମିତା ମହାନ୍ତି, ଝିଅ ଶ୍ଵେତା ମହାନ୍ତି, ସଂଘମିତ୍ରା ମହାନ୍ତି, ବର୍ଷା ମହାନ୍ତି, ଗୀତାଞ୍ଜଳି ମହାନ୍ତି, ସନ୍ଧ୍ୟାରାଣୀ ଜେନା, ସାବିତ୍ରୀ ସାହୁ, ହେମନ୍ତ ପୋଥାଳ, ଦିଲୀପ କୁମାର ନାୟକ, ମଳୟ କୁମାର ମହାନ୍ତି, ତପନ କୁମାର କର, ପ୍ରବୀର କୁମାର ରାଉତ, ସମୀର କୁମାର ମହାନ୍ତି, ଶିବାନନ୍ଦ ଦାଶ, ମାୟାଧର ସ୍ଵାଇଁ, ଗଣେଶ ମଲ୍ଲିକ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଆମ ଓଡ଼ିଶା ବ୍ୟାସନଗର ସଂଯୋଜକ ବିଜୟ କୁମାର ସାହୁ ଶିବିର ପରିଚାଳନା କରିଥିଲେ।

ରକ୍ତଦାତା-ଜୀବନଦାତା: ଧନେଶ୍ଵର ବାରିକ, ସୌମ୍ୟ ରଞ୍ଜନ ପରିଡ଼ା, ସୁରଥ ବେହେରା, ନିଖିଲ କୁମାର, ଶଶିପ୍ରଭା ସ୍ଵାଇଁ, ଶୁଭଲକ୍ଷ୍ମୀ ନାୟକ, ଲକ୍ଷ୍ମୀଧର ପାତ୍ର, ମାନସ ରଞ୍ଜନ ବେହେରା, ରଶ୍ମିରଞ୍ଜନ ବେହେରା, ଅନାଦି ଚରଣ ନାଥ, ଦେବାଶିଷ ସାହୁ, ଅଜୟ ଶ୍ରୀବାସ୍ତବ, ସୁରଜିତ କୁମାର ଦାସ, ସନାତନ ପଣ୍ଡା, ସୁଦର୍ଶନ ତରାଇ, ଶେଷଦେବ ଦାସ, ସୁଶାନ୍ତ କୁମାର ସାହୁ, ଶ୍ଵେତା ମହାନ୍ତି, ଆଶୁତୋଷ ମହାନ୍ତି, ଅମିତ କୁମାର ନାୟକ, ଶ୍ରୀଚନ୍ଦନ ସେନାପତି, ପ୍ରତାପ ଚନ୍ଦ୍ର ପାତ୍ର, ଦିବ୍ୟଜ୍ୟୋତି ବେହେରା, ନିରାକାର ବେହେରା, ଶ୍ରୀଧର ଦାସ, ପ୍ରମୋଦ କୁମାର ସାହୁ, ରମାକାନ୍ତ ସେଠୀ, ରାଜେଶ କୁମାର ନାୟକ, ବୀରେନ୍ଦ୍ର ପ୍ରତାପ ପରିଡ଼ା, ରାଜେଶ କୁମାର ପୃଷ୍ଟି, ଶିଶିର କୁମାର ରାଉତ, ଶୁଭ୍ରଜିତ ମୁଦୁଲି, ଅନନ୍ତ କୁମାର ମଲ୍ଲିକ, ସତ୍ୟବ୍ରତ ପଟ୍ଟନାୟକ, ଶର୍ମିଷ୍ଠା ଦାସ, ତ୍ରିଲୋଚନ ବେହେରା, ରାଜେନ୍ଦ୍ର ମଲ୍ଲିକ, ପଙ୍କଜ ନାୟକ, ସୁଧୀର କୁମାର ପ୍ରଧାନ, ପ୍ରଦୀପ୍ତ କୁମାର ବାରିକ, ରାଜେଶ ତିୱାରୀ, ସନ୍ଦୀପ ସୋନି, ମନୋରଞ୍ଜନ ସାହୁ, ଶିବୁରଥ ପୁହାଣ, ରଞ୍ଜିତ କୁମାର ମିଶ୍ର, ପ୍ରମୋଦ କୁମାର ସାହୁ, ପରିତୋଶ ନାଥଶର୍ମା, ଅକ୍ଷୟ କୁମାର ବାରିକ, କମଳା କୁମାର ଜେନା, ଆଲୋକ ଚନ୍ଦ୍ର ପରିଡ଼ା, କେ. ତନ୍ମୟ ଜେନା, ଯଯାତି କର, ତପନ କୁମାର ସାହୁ, ଲିପୁନ ମିଶ୍ର, ଶକ୍ତିଧର ବାରିକ, ସରବଜିତ ଦଳାଇ, ସୁବ୍ରତ ଦୁବେ, ବର୍ଷା ମହାନ୍ତି, ସୌମ୍ୟସାର୍ଥକ ବଳ, ସଂଘମିତ୍ରା ପହି, ହଳଧର ଦାସ, ରଶ୍ମିରଞ୍ଜନ ବେହେରା, ପିଣ୍ଟୁ ବାରିକ, ବିକ୍ରମ କୁମାର ବେହେରା, ସପନ କୁମାର ସାହୁ, ଅକ୍ଷୟ ବେହେରା, ରଞ୍ଜିତ ମହାନ୍ତି, ସୀତାକାନ୍ତ ଗିରି, ଆକାଶ ମହାନ୍ତି, ବିକାଶ ରାଉତ, ସୁବ୍ରତ ସେନ, ସତ୍ୟବ୍ରତ ପରିଡ଼ା, ପ୍ରବୀର କୁମାର ରାଉତ।

ସମ୍ବନ୍ଧିତ ଖବର