ପଦ୍ମପୁରରେ ଅପରାହ୍ଣ ୫ଟା ସୁଦ୍ଧା ୭୫.୮୯ ପ୍ରତିଶତ ମତଦାନ, ଜାରି ରହିଛି ଭୋଟିଂ

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁରରେ ଚାଲିଛି ମତଦାନ। ଅପରାହ୍ଣ ୫ଟା ସୁଦ୍ଧା ସେଠାରେ ୭୫.୮୯ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିସନଙ୍କ ସୂତ୍ରରୁ ପ୍ରକାଶ । ସୂଚନା ଅନୂସାରେ ଅଧିକାଂଶ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ । ତେବେ କିଛି ମତଦାନ କେନ୍ଦ୍ରରେ ଏବେ ବି ଲମ୍ବା ଧାଡି ଲାଗି ରହିଥିବାରୁ ମତଦାନ ହାର ବଢିପାରେ |

ସମ୍ବନ୍ଧିତ ଖବର