ପୁରୀ : ପୁରୀ ଆଇଡିଏଚ ହସପିଟାଲରେ ଅଘଟଣ । ଅକ୍ସିଜେନ ସିଲିଣ୍ଡର ଖୋଲିବା ବେଳେ ପ୍ରୋ ମିଟର ଫାଟି ଆଟେଣ୍ଡାଣ୍ଟ ଦେବେନ୍ଦ୍ର ପ୍ରଧାନ ଆହତ ହୋଇଥିବା ଖବର ମିଳିଛି । ତାଙ୍କ ଆଖିରେ ଆଘାତ ଲାଗିଥିବା ଜଣାପଡ଼ିଛି । ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି ।
ଅକ୍ସିଜେନ ସିଲିଣ୍ଡର ଖୋଲିବା ବେଳେ ପ୍ରୋ ମିଟର ଫାଟି କର୍ମଚାରୀ ଆହତ
/sambad/media/post_attachments/wp-content/uploads/2021/04/oxygen-cylinder-1.jpg)