ଲଖନପୁର: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ରେଙ୍ଗାଲୀ ଥାନାର ଏନଏଚ-୪୯ର କୁରେମାଲ ଛକରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଛି | ଆଜି ଦିନ ୧୨ଟାରେ ଏହି ଦୁର୍ଘଟଣା ଘଟିଥିବାବେଳେ ମୃତକ ଜଣକ ହେଉଛନ୍ତି ଜମଗାଁର ବାଇକ ଆରୋହୀ ୩୦ ବର୍ଷୀୟ ଯୁବକ କାର୍ତ୍ତିକ ରୋହିଦାସ | ଘଟଣାସ୍ଥଳରେ ରେଙ୍ଗାଲୀ ପୁଲିସ ପହଞ୍ଚି ଅନୁସନ୍ଧାନ କରୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us