ବରଗଡ଼: ସମାଜସେବୀଙ୍କୁ  ବୀଭତ୍ସ ଭାବେ ହାଣି ହତ୍ୟା

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଯାଇଛି। ବରଗଡ଼ର ଜଣାଶୁଣା ସମାଜସେବୀ  ମଣ୍ଟୁ ଅଗ୍ରଓ୍ଵାଲ( ୩୫ ବର୍ଷ)ଙ୍କୁ କେତେକ ଦୁର୍ବୃତ୍ତ ଖଣ୍ଡା ଓ ଭୁଜାଲିରେ ଅତି ବୀଭତ୍ସଭାବେ ହାଣି ହତ୍ୟା କରି ଫିଙ୍ଗିଦେଇ ପଳାଇ ଯାଇଛନ୍ତି। ଆଜି ସକାଳୁ ରକ୍ତ ଜୁଡ଼ୁବୁଡ଼ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର