କାଳିଆପାଣି: ସୁକିନ୍ଦା ରେଞ୍ଜ ରାଁସୋଳ ଫରେଷ୍ଟ ସେକ୍ସନ ଅଧୀନ ଏକ କ୍ରିୟାଶୀଳ ଖଣିରେ ଆଜି ସକାଳ ଏକ ବଡ଼ ଅହିରାଜ ବୁଲୁଥିବା ଦେଖିବାକୁ ମିଳିଛି।
ଉକ୍ତ ଖଣିର ଡମ୍ପ୍ ପାଖରେ ଥିବା ଏକ ଗଛ ଡାଳରେ ଥିବା ଏହି ଅହିରାଜ ଚଳନ୍ତା ଗାଡ଼ି ଆଡ଼କୁ ଆସୁଥିବା ଡ୍ରାଇଭର ଦେଖିବାକୁ ପାଇଥିଲେ। କିଛି ସମୟ ପରେ ଏହା ମହାଗିରି ଜଙ୍ଗଲ ଆଡ଼କୁ ପଳାଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/13-17.jpg)