ମୋ ସରକାର ପ୍ରଭାବ: ଆମ୍ବଗୁଡା ଫାଣ୍ଡି ଅଧିକାରୀ ନିଲମ୍ବିତ

ଜୟପୁର: ‘ମୋ ସରକାର’ ମହାପ୍ରଭାବ କୋରାପୁଟ ଜିଲ୍ଲା ଜୟପୁରରେ ଦେଖିବାକୁ ମିଳିଛି। ସଦର ଥାନା ଅନ୍ତର୍ଗତ ଆମ୍ବଗୁଡା ଫାଣ୍ଡି ଅଧିକାରୀ ନାରାୟଣ ପଟ୍ଟନାୟକଙ୍କୁ ନିଲମ୍ବିତ କଲେ କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁ।

କାର୍ଯ୍ୟରେ ଅବହେଳା ଯୋଗୁ ତାଙ୍କୁ ଏସ୍‌ପି ନିଲମ୍ବନ କରିଥିବା ଜଣାଯାଇଛି। ଏନେଇ କୋରାପୁଟ ଏସପି ତାଙ୍କ ଟୁଇଟର୍‌ ପେଜରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର