ଖଜୁରିଆକଟା: ଅନୁଗୁଳ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ବଡ଼ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ସାନଭାଇ ଗୁରୁତର ହୋଇଥିବା ଜଣାଯାଇଛି।ମୃତକ ହେଲେ ଆଶିଷ ସାହୁ। ତାଙ୍କର ବୟସ ୨୨ ବର୍ଷ। ଉଭୟେ ଜରପଡା ଜୁକବୁରୁରେ ଥିବା ଘରୁ ଢେଙ୍କାନାଳ ଜିଲ୍ଲା ରାସୋଳରେ ଥିବା ଭଉଣୀ ଘରକୁ ଏକ ବାଇକରେ ଯାଉଥିଲେ। ଏହି ସମୟରେ ଦୁଦୁରକୋଟଠାରେ ଏହି ଦୁର୍ଘଟଣା ଘଟିଥିଲା। ସାନ ଭାଇକୁ ଗୁରୁତର ଅବସ୍ଥାରେ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣାରେ ବଡ଼ଭାଇ ମୃତ, ସାନ ଗୁରୁତର
/sambad/media/post_attachments/wp-content/uploads/2021/11/dead-new-indian-express.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)