ବଅଁରପାଳ: ବଅଁରପାଳ ଥାନା ମହିଧରପୁର ଫାଣ୍ଡି ଅନ୍ତର୍ଗତ ମହିଧରପୁର-ଫୁଲପଡ଼ା ରାସ୍ତାର ମଙ୍ଗଳାଢ଼ିପ ଛକ ନିକଟରେ ସଶସ୍ତ୍ର ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ସୂଚନା ଅନୁଯାୟୀ ଏକ ପିକଅପ ଭ୍ୟାନରେ ସିଲିଙ୍ଗ ନେଇ ଭୁବନେଶ୍ୱର ଅନୁଗୁଳ ଆସୁଥିବା ବେଳେ କାର ଚାଳକଙ୍କୁ ତିନି ଜଣ ଯୁବକ ଆକ୍ରମଣ ଉଦ୍ୟମ କରିଥିଲେ। ଖଣ୍ଡାରେ ଆକ୍ରମଣ କରିବା ବେଳେ ଗାଡିର କାଚ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଭ୍ୟାନ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ମହିଧରପୁର-ଫୁଲପଡ଼ା ରାସ୍ତାରେ ସଶସ୍ତ୍ର ଡକାୟତି ଉଦ୍ୟମ ପଣ୍ଡ
/sambad/media/post_attachments/wp-content/uploads/2024/01/cc7222f2-a3f7-4177-8e70-9f6f9b984964.jpeg)