ଛେଣ୍ଡିପଦା: ଅନୁଗୁଳ-ସମ୍ବଲପୁର ରେଳପଥର ଜରପଡ଼ା ଓ ତୁକୁଡ଼ା ଗ୍ରାମ ସୀମାରେ ରେଳ ଲାଇନ କଡ଼ରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଛି। କୌଣସି ରେଳଯାତ୍ରୀ ଗତ ରାତିରେ କିମ୍ବା ଭୋର ସମୟରେ ପଡ଼ିଯାଇଥିବାର ସନ୍ଦେହ କରାଯାଉଛି। ଆଜି ସକାଳେ ତୁକୁଡ଼ା ଗ୍ରାମର ଲୋକମାନେ ମୃତଦେହ ଦେଖିବାକୁ ପାଇବା ପରେ ଜରପଡା ପୁଲିସକୁ ସୂଚନା ଦେଇଛନ୍ତି। ବ୍ୟକ୍ତି ଜଣଙ୍କର ପରିଚୟ ମିଳିନାହିଁ।
ଜରପଡ଼ା ଓ ତୁକୁଡ଼ା ଗ୍ରାମ ସୀମା ରେଳଧାରଣାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ
/sambad/media/post_attachments/wp-content/uploads/2022/03/railway-ministry-sanctions-preliminary-survey-for-rail-line.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)