ପାଳଲହଡ଼ା/ଖମାର: ଅବକାରୀ ବିଭାଗ ଓ ପୁଲିସ ଆଜି ଚଢ଼ଉ କରି ଖମାର ଥାନା ବଡ଼ସଡ଼ା ଗାଁର ବୀରେନ୍ ମହାପାତ୍ରଙ୍କ ଠାରୁ ୧ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅବକାରୀ ଏଏସ୍ଆଇ ଅରବିନ୍ଦ ରାଉତରାୟ ଖମାର ଥାନା ପୁଲିସ ସହଯୋଗରେ ଏହି ଚଢ଼ଉ କରିଥିଲେ।
ଗଞ୍ଜେଇ ବେପାରି ଗିରଫ
/sambad/media/post_attachments/wp-content/uploads/2018/06/ang-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)