ନାଲକୋନଗର: ଅନୁଗୁଳଥାନାବଆଁରପାଳବ୍ଲକଅନ୍ତର୍ଗତକୁକୁଡ଼ାଙ୍ଗବ୍ରିଜଠାରୁ୧୦୦ମିଟରଦୂରରେଏକଚଳନ୍ତାସ୍କୁଟିଉପରକୁଚଢ଼ିଗଲାଜେସିବି ମେସିନମିଳିଥିବାସୂଚନାଅନୁଯାୟୀଆଜିସକାଳ.୩୦ମିନିଟସମୟରେକୁକୁଡ଼ାଙ୍ଗରୁତାଳଚେରଅଭିମୁଖେ  ଯାଉଥିବାଆକ୍ଟିଭାସ୍କୁଟି (ଓଡି୧୯ସି୨୮୯୮)ପଛରୁଦ୍ରୁତଗତିରେ  ଆସୁଥିବାଏକଜେସିବି ମେସିନ (ଓଡି୧୯ଆର୦୪୭୧)  ସ୍କୁଟିରେଯାଉଥିବାମାଝିଅଙ୍କୁଧକ୍କାଦେଇରାସ୍ତାକଡ଼ରେଏକ୧୦ଫୁଟଖାଲବିଲମଧ୍ୟରେଓଲିଟିପଡ଼ିଥିଲା

Advertisment

ଘଟଣାସ୍ଥଳରେସ୍ଥାନୀୟଲୋକପହଞ୍ଚିଉଦ୍ଧାରକରି୧୦୮ଆମ୍ବୁଲାନ୍ସରେଅନଗୁଳଡାକ୍ତରଖାନାକୁପଠାଇଦେଇଥିଲେଘଟଣାସ୍ଥଳରେମାଙ୍କରମୁଣ୍ଡରେଗଭୀରଆଘାତହୋଇଥିବାବେଳେ  ଝିଅଙ୍କରହାତଗୋଡ଼ଭାଙ୍ଗିଯାଇଥିବାସୂଚନାମିଳିଛିସ୍ଥାନୀୟଲୋକଙ୍କକହିବାଅନୁଯାୟୀଉକ୍ତଜେସିବି ମେସିନରଡ୍ରାଇଭରଙ୍କୁଅକାରଣରେଦ୍ରୁତଗତିରେଯାତାୟାତକରୁଥିବାସାଙ୍ଗକୁବେପରୁଆଗାଡ଼ିଚାଳନାପାଇଁବହୁବାରତାଗିଦମଧ୍ୟକରାଯାଇଛି