ନାଲକୋନଗର: ଅନୁଗୁଳଥାନାବଆଁରପାଳବ୍ଲକଅନ୍ତର୍ଗତକୁକୁଡ଼ାଙ୍ଗବ୍ରିଜଠାରୁ୧୦୦ମିଟରଦୂରରେଏକଚଳନ୍ତାସ୍କୁଟିଉପରକୁଚଢ଼ିଗଲାଜେସିବି ମେସିନ। ମିଳିଥିବାସୂଚନାଅନୁଯାୟୀଆଜିସକାଳ୬.୩୦ମିନିଟସମୟରେକୁକୁଡ଼ାଙ୍ଗରୁତାଳଚେରଅଭିମୁଖେଯାଉଥିବାଆକ୍ଟିଭାସ୍କୁଟି (ଓଡି୧୯ସି୨୮୯୮)ପଛରୁଦ୍ରୁତଗତିରେଆସୁଥିବାଏକଜେସିବି ମେସିନ (ଓଡି୧୯ଆର୦୪୭୧)ସ୍କୁଟିରେଯାଉଥିବାମାଝିଅଙ୍କୁଧକ୍କାଦେଇରାସ୍ତାକଡ଼ରେଏକ୧୦ଫୁଟଖାଲବିଲମଧ୍ୟରେଓଲିଟିପଡ଼ିଥିଲା।
ଘଟଣାସ୍ଥଳରେସ୍ଥାନୀୟଲୋକପହଞ୍ଚିଉଦ୍ଧାରକରି୧୦୮ଆମ୍ବୁଲାନ୍ସରେଅନଗୁଳଡାକ୍ତରଖାନାକୁପଠାଇଦେଇଥିଲେ। ଘଟଣାସ୍ଥଳରେମାଙ୍କରମୁଣ୍ଡରେଗଭୀରଆଘାତହୋଇଥିବାବେଳେଝିଅଙ୍କରହାତଗୋଡ଼ଭାଙ୍ଗିଯାଇଥିବାସୂଚନାମିଳିଛି। ସ୍ଥାନୀୟଲୋକଙ୍କକହିବାଅନୁଯାୟୀଉକ୍ତଜେସିବି ମେସିନରଡ୍ରାଇଭରଙ୍କୁଅକାରଣରେଦ୍ରୁତଗତିରେଯାତାୟାତକରୁଥିବାସାଙ୍ଗକୁବେପରୁଆଗାଡ଼ିଚାଳନାପାଇଁବହୁବାରତାଗିଦମଧ୍ୟକରାଯାଇଛି।