ମେଟାଲ୍‌ ବୋଝେଇ ଟ୍ରକ୍‌ ଜବତ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ କାନପୁରା କେନାଲ ହୁଡ଼ାରୁ ଆଜି ଏକ ମେଟାଲ ବୋଝେଇ ଟ୍ରକ୍‌ ଜବତ ହୋଇଛି। ଗାଡ଼ିଟି (ଓଆର୍‌ ୦୬-୫୧୧୨) ବେଆଇନ୍‌ ଭାବେ ମେଟାଲ ଲୋଡ଼୍‍ କରି ନେଉଥିବା ବେଳେ ଫରେଷ୍ଟର ବିପିନ ବିହାରୀ ତୁଙ୍ଗ, ଆମେଦ ପଣ୍ଡାଙ୍କ ସମେତ ବନ କର୍ମଚାରୀମାନେ ଚଢ଼ଉ କରିଥିଲେ। ଘଟଣାରେ ମାଳପୁରା ଅଞ୍ଚଳର ଟ୍ରକ୍‌ ଚାଳକ ଟୁକୁନା ଦେହୁରୀ ଅଟକ ଅଛନ୍ତି।

ସମ୍ବନ୍ଧିତ ଖବର