ତାଳଚେର ବଳରାମ କୋଇଲା ଖଣିରେ ଦୁର୍ଘଟଣା ଘଟି ଟ୍ରକ୍‌ ଚା‌ଳକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ତାଳଚେର ବଳରାମ କୋଇଲା ଖଣିରେ ଏକ ଟ୍ରକ୍‌ ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ସୌମ୍ୟରଞ୍ଜନ ବେହେରା। ତାଙ୍କୁ ୨୩ ବର୍ଷ ବୟସ। ତାଙ୍କ ଘର ଅନୁଗୋଳ ଜିଲ୍ଲା ଉଗିପଡା ଗ୍ରାମର ବୋଲି ଖବର ମିଳିଛି। ଘଟଣାସ୍ଥଳରେ ଡ୍ରାଇଭରର ସମ୍ପର୍କୀୟମାନେ ପହଞ୍ଚି କ୍ଷତିପୂରଣ ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର