ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ଆଶ୍ରୟ ରଥ ଗଡ଼ିଛି l ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ପତାକା ଦେଖାଇ ଏହି ଆଶ୍ରୟ ରଥକୁ ଉଦଘାଟନ କରିଛନ୍ତି।
ଏହି ଉଦଘାଟନ ଅବସରରେ ବିଧାୟକ ସାରଦା ନାୟକ, ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଏଡିଏମ ଅବୋଲି ସୁନୀଲ ନାରବଣେ, ସୁନ୍ଦରଗଡ଼ ଏଡିଏମ ବିଶ୍ୱଜିତ ମହାପାତ୍ରଙ୍କ ସମେତ ଜିଲ୍ଲା ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l ଏହି ଉଦଘାଟନ ଉତ୍ସବ ପରେ ଶ୍ରୀ ତ୍ରିପାଠୀ ଜିଲ୍ଲାର ଶିଳ୍ପ, ଅନ୍ୟାନ୍ୟ ସମସ୍ୟା ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/2b794012-0de3-4bb7-ab8f-c33f6bb884ef.jpg)