ଖୋର୍ଦ୍ଧା : ଓଡ଼ିଶାର ଅନ୍ୟତମ ଉଷ୍ଣପ୍ରସ୍ରବଣ ଅଟ୍ରି ଠାରେ ଅନୁଷ୍ଠିିତ ହେଉଥିବା ପ୍ରସିଦ୍ଧ ମକର ମେଳା ଚଳିତ ବର୍ଷ କୋଭିଡ୍ ନିୟମ ଅନୁସାରେ ପାଳନ କରାଯିବ । ଆସନ୍ତାକାଲି ଅନୁଷ୍ଠିତ ପାରମ୍ପରିକ ପୂଜାର୍ଚ୍ଚାନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ମେଳାରେ ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର, ମନ୍ଦିରରେ ସାନିଟାଇଜର ଆଦି ବ୍ୟବହାରକୁ ନିଶ୍ଚିତ କରିବାକୁ ମନ୍ଦିର ପରିଚାଳନା କମିଟିକୁ କୁହାଯାଇଛି ।
କଟକଣା ଭିତରେ ଅଟ୍ରିରେ ହେବ ମକର ମେଳା
/sambad/media/post_attachments/wp-content/uploads/2021/01/atri-1.jpg)