ବାଲେଶ୍ବର: ଦୋକାନ ଭିତରେ ପଶି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଗୁରୁତର ଅବସ୍ଥାରେ ଯୁବକ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଯୁବକ ଜଣକ ହେଲେ ବିଶ୍ୱଜିତ୍ ସେଠୀ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ଜଣ ଯୁବକ ଆକ୍ରମଣ କରିଥିବା ସୂଚନା।

Advertisment

ସୂଚନାଅନୁଯାୟୀ, ପୂର୍ବଶତ୍ରୁତାକୁ କେନ୍ଦ କରି ବାଲେଶ୍ବର ଠାରେ ଯୁବକଙ୍କୁ ଆକମ୍ରଣ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ମୁଖ୍ୟ ଚିକିତ୍ସାୟଳରେ ଭର୍ତ୍ତି କରାଯାଇଛି। ଯୁବକଙ୍କ ହାତ ଓ ପାପୁଲିରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।