ବ୍ରହ୍ମଗିରି: ଆଜି ଅପରାହ୍ନରେ ଏକ ଗ୍ୟାସ ବୋଝେଇ ୧୦୭ ଅଟୋ ଚିଲିକାରେ ଡଙ୍ଗା ସହ ଓଲଟିପଡ଼ିଛି | ମିଳିଥିବା ସୂଚନା ମୁତାବକ ରନ୍ଧନ ଗ୍ୟାସ ନେଇ ଜନହିକୁଦା ଘାଟରେ ଡ଼ଙ୍ଗାରେ ଅଟୋଟି ଲଦା ହୋଇଥିବାବେଳେ ଡ଼ଙ୍ଗାଟି ସାତପଡା ଆସିବାବେଳେ ଘାଟଠାରେ ହିଁ ଭାରସାମ୍ୟ ହରାଇ କୂଳରେ ଓଲଟି ପଡିଥିଲା | ଗାଡି ଚିଲିକା ପାଣିରେ ଅଧା ବୁଡି ଯାଇଥିବା ବେଳେ ଗାଡି ଚାଳକ ଓ ହେଲପର ସୁରକ୍ଷିତ ଉଦ୍ଧାର ହୋଇ ଥିବା ସୂଚନା ମିଳିଛି।
ଚିଲିକାରେ ଡ଼ଙ୍ଗା ସହ ଓଲଟିଲା ଗ୍ୟାସ ବୋଝେଇ ଅଟୋ
/sambad/media/post_attachments/wp-content/uploads/2022/12/1b1f54f8-8ec6-4f43-8f9d-d9622748ea45.jpg)