ପୁରୀ: ବିଜେଡ଼ିରୁ ନିଳମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା ଆଜି ପୁରୀ ଯାଇ ଶ୍ରୀଜୀଉମାନପଙ୍କ ଦର୍ଶନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ହେଉଛି ଆଜି ବିଜୁପଟ୍ଟନାୟଙ୍କ ଉପରେ ଏକ ପୁସ୍ତକ ଉନ୍ମୋଚନ ପାଇଁ ଜାତୀୟ ସ୍ତରର ନେତାମାନେ ଭୁବନେଶ୍ୱର ଆସୁଥିବା ବେଳେ ସାଂସଦ ଶ୍ରୀ ପଣ୍ଡା ପୁରୀ ଯାଇ ସ୍ୱର୍ଗଦ୍ୱାରଠାରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମାଧୀ( ବିଜୁ ପଟ୍ଟନାୟକ ସ୍ମୃତି ପୀଠ)ରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ବିଜୁଙ୍କ ସମାଧୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୈଜୟନ୍ତ ପଣ୍ଡା
/sambad/media/post_attachments/wp-content/uploads/2018/01/puri-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)