କେନ୍ଦ୍ରାପଡ଼ା: କୋଭିଡ କଟକଣା ମଧ୍ୟରେ ସାଧାରଣ ଭକ୍ତଙ୍କ ପାଇଁ ଆସନ୍ତା ଜାନୁଆରି ୩ରେ ବଳଦେବଜିଉ ମନ୍ଦିର ଖୋଲିବ। ମନ୍ଦିର ଭିତରକୁ ଏକାଥରକେ ୧୦୦ ଜଣ ଶ୍ରଦ୍ଧାଳୁ ଯାଇପାରିବେ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି।
କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ଜାନୁଆରି ୩ରେ ଖୋଲିବ ବଳଦେବଜିଉ ମନ୍ଦିର
/sambad/media/post_attachments/wp-content/uploads/2020/12/baladev-jew.jpg)