ପାଟଣାଗଡ଼ରୁ ୨୭ ଦାଦନ ଶ୍ରମିକ ଉଦ୍ଧାର, ୨ ସର୍ଦ୍ଦାର ଗିରଫ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ବଗଲାବନ୍ଧ ଗ୍ରାମରୁ ଅନ୍ୟ ଦାଦନ ଶ୍ରମିକଙ୍କୁ ଚାଲାଣ ବେଳେ ପୁଲିସ ଚଢାଉ କରିଥିଲା। ଏଥିରେ ପୁଲିସ ୨୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।

ଉଦ୍ଧାରଙ୍କ ମଧ୍ୟରେ ୧୦ ପୁରୁଷ, ୧୦ ମହିଳା ଓ ଜଣେ ଶିଶୁ ରହିଥିବା ଜଣାପଡିଛି। ଏଥିରେ ସମ୍ପୃ କ୍ତ ଥିବା ୨ ଜଣ ସର୍ଦ୍ଦାରଙ୍କୁ ଗିରଫ କରି ପାଟଣାଗଡ଼ ଥାନାକୁ ଆଣିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର