କଣ୍ଟାବାଞ୍ଜି:ଭିଜିଲାନ୍ସଜାଲରେ ପଡିଛନ୍ତି ବଙ୍ଗୋମୁଣ୍ଡାପଞ୍ଚାୟତସମିତିକଲେଜଅଧ୍ୟକ୍ଷା। କଲେଜଲାଇବ୍ରେରିଆନଙ୍କଠାରୁ ଅଧ୍ୟକ୍ଷାମିନତିରଥ୮୦ହଜାରଟଙ୍କାଲାଞ୍ଚ ନେଉଥିବାବେଳେଭିଜିଲାନ୍ସ ହାତରେ ଧରାପଡିଥିଲେ।ବଲାଙ୍ଗୀର-ସୋନପୁର-ସମ୍ବଲପୁରଭିଜିଲାନ୍ସଟିମଏହିଚଢ଼ାଉରେସାମିଲଥିଲେ।ଲାଇବ୍ରେରିଆନଡୋଲାମଣିମେହେରକୌଣସିଛୁଟିଦରଖାସ୍ତନ ଦେଇଗୋଟିଏଦିନକଲେଜଆସି ନଥିଲେ।ତେବେଅଧ୍ୟକ୍ଷାଲାଇବ୍ରେରିଆନଙ୍କୁକାହିଁକିକଲେଜଆସିଲନାହିଁବୋଲି ପଚାରିକାରଣଦର୍ଶାଅନୋଟିସଦେବାସହ୧ଲକ୍ଷଟଙ୍କାନ ଦେଲେଚାକିରିରୁ ବିଦାକରିଦେବିବୋଲିଧମକଦେଇଆସୁଥିଲେ।ଲାଇବ୍ରେରିଆନଙ୍କୁଅଧ୍ୟକ୍ଷା ପ୍ରଥମେ୮୦ହଜାରଏବଂପରେ୨୦ହଜାରଟଙ୍କାଦେବାକୁଚାପପକାଉଥିଲେ।ସୋମବାରଅଧ୍ୟକ୍ଷା ତାଙ୍କଘରେ୮୦ହଜାରଟଙ୍କା ଲାଞ୍ଚ ନେଉଥିବାବେଳେପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମହାତରେଧରା ପଡିଥିଲେ।ଭିଜିଲାନ୍ସଟିମଅଧ୍ୟକ୍ଷାଙ୍କଆୟବହିଭୂର୍ତସମ୍ପତ୍ତି ଯାଞ୍ଚକରୁଛି।
ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା, ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ
/sambad/media/post_attachments/wp-content/uploads/2021/01/655dda78-a6f3-4b62-949f-2475832b7174.jpg)