ଦେଓଗାଁ: ତେଲ ବୋଝେଇ ଟ୍ୟାଙ୍କରକୁ ଧକ୍କା ଦେଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଖଲାସୀ। ରବିବାର ଭୋର ସମୟରେ ଜାତୀୟ ରାଜପଥ ୨୬ ଦେଓଗାଁ ବସଷ୍ଟାଣ୍ଡଠାରେ ଏଭଳି ଦୁର୍ଘଟଣା ହୋଇଛି। ଗୁରୁତର ଦୁଇ ଜଣଙ୍କୁ ଉଦ୍ଧାର କରି ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରିଛି ଦେଓଗାଁ ଦମକଳ ବାହିନୀ। ଘଟଣାସ୍ଥଳରେ ପହଞ୍ଚି ଦେଓଗାଁ ପୁଲିସ ତଦନ୍ତ କରୁଛି।
ତେଲ ଟ୍ୟାଙ୍କରକୁ ଧକ୍କା ଦେଲା ଟ୍ରକ୍: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଖଲାସୀ
/sambad/media/post_attachments/wp-content/uploads/2022/10/Untitled-13.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)