ସଇଁତଲା: ସଇଁତଲାରେ ଆଜି ଜିଏସଟି ଚଢ଼ଉ ଚାଲିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ସିମେଣ୍ଟ ଓ ଲୁହା ଛଡ଼ ବ୍ୟବସାୟୀ କପିଳ ଅଗ୍ରଓ୍ୱାଲାଙ୍କ ଦୋକାନ ସମେତ ଚାରିଟି ଜାଗାରେ ଜିଏସଟି ବିଭାଗ ତରଫରୁ ଚଢ଼ଉ ଆଜି ସକାଳୁ ଜାରି ରହିଛି। ଏନେଇ ବିଶେଷ ବିବରଣୀ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ।
ସଇଁତଲା: ବ୍ୟବସାୟୀଙ୍କ ଘରେ ଜିଏସଟି ଚଢ଼ଉ
/sambad/media/post_attachments/wp-content/uploads/2023/09/999ff8c1-dc25-4b19-80ba-9340f4eda47f.jpeg)