ବଲାଙ୍ଗୀର: ବଲାଙ୍ଗୀର ସହରର ବିଭିନ୍ନ ପଡାରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଆଗକୁ ଇନ୍ଦିରାନଗର ପଡାରେ ଜବରଦଖଲ ଉଚ୍ଛେଦ କରିବ ପ୍ରଶାସନ। ଏହା ଜାଣିବା ପରେ ଆଜି ଇନ୍ଦିରାନଗର ପଡାର ଶହ ଶହ ମହିଳା ଓ ପୁରୁଷ, ବଲାଙ୍ଗୀର ପୌର କାର୍ଯ୍ୟାଳୟକୁ ଧସେଇ ପଶିଛନ୍ତି।
ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି । ପୌର କାର୍ଯ୍ୟାଳୟରେ ଉତ୍ତେଜନା ଦେଖି ଦେଇଛି। ଥଇଥାନ ନକରି କଣ ପାଇଁ ଉଚ୍ଛେଦ କରାଯାଉଛି ବୋଲି ପ୍ରଶ୍ନ କରୁଛନ୍ତି ଇନ୍ଦିରାନଗର ବାସିନ୍ଦା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/ebf64791-c2b9-47a9-abd6-61321dbb8de1.jpg)