କ˚ଟାବାଞ୍ଜି: କ˚ଟାବାଞ୍ଜି କଦଳୀପଡା ଛକ ନିକଟରେ ସୋମବର ଏକ ସଡ଼କ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଜି ଚଟୁଅନକା ଗାଁର ରତନ ମାଝୀ (୫୫)ଓ ତାଙ୍କ ସ୍ତ୍ରୀ କ୍ଷମେ (୪୫) ଏକ ବାଇକ ଯୋଗେ କୌଣସି କାମରେ ତାଙ୍କ ସମ୍ପକୀୟଙ୍କ ଘରକୁ ଯାଉଥିଲେ ା ତେବେ କ˚ଟାବାଞ୍ଜି କଦଳୀପଡା ନିକଟ ବୁଲାଣିରେ ଗାଡ଼ିଟି ଭାରସ୍ରାମ୍ୟ ହରାଇ ଏକ ଖୁଣ୍ଟରେ ପିଟି ହୋଇ ଯାଇଥିଲା। ରତନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର
/sambad/media/post_attachments/wp-content/uploads/2018/10/blgr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)