ମଣ୍ଡଳ: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କପାଣି ଗାଁରେ ଏକ ପାଇଖାନାରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ପୁଲିସ୍ ଉଦ୍ଧାର କରିଛି। ମୃତକ ଜଣକ ଖପ୍ରାଖୋଲ ଥାନା ଫୁଲକିମୁଣ୍ଡା ଗାଁର ସରୋଜ ମାଝୀ ବୋଲି ଜଣାପଡ଼ିଛି। ସେ ନିଜ ସମ୍ପର୍କୀୟଙ୍କ ଘରକୁ ଦୁଇଦିନ ତଳେ ଆସିଥିବା ବେଳେ ଆଜି ଜଣେ ଲୋକଙ୍କ ପାଇଖାନାରୁ ତାଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନଥିବା ବେଳେ ପୁଲିସ୍ ତଦନ୍ତ ଜାରି ରଖିଛି।
ପାଇଖାନାରୁ ଝୁଲନ୍ତା ଶବ ଉଦ୍ଧାର
/sambad/media/post_attachments/wp-content/uploads/2023/01/dead-sisat.jpg)