ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଟିକରପଡା ସଇନ୍ତଳା ଅଞ୍ଚଳରେ ଏକ ଡିଲ୍ ଚାଲିଥିବା ବେଳେ ଏସ୍ଟିଏଫ୍ ହାବୁଡ଼ରେ ପଡ଼ିଛି ଜଣେ ବାଘଛାଲ ଚୋରା ଚାଲାଣକାରୀ। ବାଘଛାଲ ଡିଲ୍ ଚାଲିଥିବା ବେଳେ ଏସ୍ଟିଏଫ୍ ଚାଲାଣକାରୀକୁ ଧରିଛି। ଏସ୍ଟିଏଫ୍ ଜଣେ ଅଭିଯୁକ୍ତକୁ ଧରିବା ସହ ଗୋଟାଏ ବାଘଛାଲ ଜବତ କରିଛି। ଅଭିଯୁକ୍ତର ନାଁ ହେଉଛି ଆଦିକାଣ୍ଡ ଘିୱାଲା।
ବଲାଙ୍ଗୀରରେ ବାଘଛାଲ ଜବତ, ଜଣେ ଚୋରା ଚାଲାଣକାରୀ ଗିରଫ
/sambad/media/post_attachments/wp-content/uploads/2022/05/083d0729-109d-4a13-a83f-eed05b948fbe.jpg)