ଧଣ୍ଡାମୁଣ୍ଡା: ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ଉଚ୍ଚବିଦ୍ୟାଳୟରେ ଶନିବାର ଦିନ ହୋଇଥିବା ସ୍କୁଲ ଛାତ୍ରୀ ଅସଦାଚରଣ ଘଟଣାରେ ଫେରାର ଚାରି ଜଣ ମଦ୍ୟପଙ୍କୁ ଗିରଫ କରିଛି।
ପୁଲିସ ଏହି ଅଭିଯୁକ୍ତମାନଙ୍କୁ ବନ୍ଦେପଦର ଠାରେ ଧରି ଖପ୍ରାଖୋଲ ଥାନାକୁ ଆଣି ପଚରାଉଚୁରା କରିଥିଲା। ଏହା ପରେ ରବିବାର ଦିନ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ବୈଜଲସାଗର ଗାଁ ର ବିକାଶ ବେଟକାର(୨୨) ସୁଶୀଲ ବାଗ (୨୪) ବୋଲି ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ପ୍ରକାଶ କରିଛନ୍ତି
Balangir | Police
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/09/21/court-2025-09-21-20-08-46.jpg)