ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଡ଼ମାଲ ଗୋଳାବାରୁଦ କାରଖାନାରେ ଆଜି ଏକ ବିସ୍ଫୋରଣ ଘଟିଥିବାର ଖବର ମିଳିଛି। ୟୁନିଟ-୩ କେମିକାଲ ମିଶ୍ରଣ ବେଳେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୨ଜଣ ଗୁରୁତର ଥିବା ସୂଚନା ମିଳିଛି। ସେଦୁହେଁ ହେଲେ ସରୋଜ ପଣ୍ଡା ଏବଂ ଗୌତମ ମହାନନ୍ଦ। ଉଭୟଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣରେ ଉଭୟଙ୍କର ମୁହଁ ଓ ଆଖିରେ ଗଭୀର ଆଘାତ ଲାଗିଛି ।
ବଡ଼ମାଲ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ: ଦୁଇ ଗୁରୁତର
/sambad/media/post_attachments/wp-content/uploads/2023/04/badmal.png)