ନୀଳଗିରି : ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଛୁଆ ସହ ମା ଭାଲୁର ଜୀବନ। ବାଲେଶ୍ବର ଜିଲ୍ଲା ନୀଳଗିରି ବନ ବିଭାଗ ଅଧୀନ ଅଯୋଧ୍ୟା ମିତ୍ରପୁର ରାସ୍ତାର ପାଟଣାଠାରେ ଗତ ରାତିରେ ଘଟିଛି ଏହି ଦୁର୍ଘଟଣା। ତିନୋଟି ଭାଲୁଙ୍କର ମୃତଦେହ ଜବତ କରିଛି ନୀଳଗିରି ବନ ବିଭାଗ।
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଛୁଆ ସହ ମା ଭାଲୁର ଜୀବନ
/sambad/media/post_attachments/wp-content/uploads/2023/02/7a4defdd-7e57-446f-b82b-9fb67774ef4b.jpg)