ନୀଳଗିରି: ବାଲେଶ୍ବର ଜିଲ୍ଲା କୂଳଡିହା ରେଞ୍ଜ ମଙ୍ଗଳପୁର ବିଟହାତୀଖୁଲିଆ ସେକ୍ସନ ସାରୁଚୁଆ ନିକଟସ୍ଥ ସୁନାଖଣିରେ ହୋଇଥିବା ହାତୀ ମୃତ୍ୟ ଘଟଣାରେ କାମରେ ଖିଲାପି ଓ ଅବହେଳା ପାଇଁ ହାତୀଖୁଲିଆ ବିଟର ଫରେଷ୍ଟର ପଦ୍ମାବତୀ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରମିଳା ସେନାଙ୍କୁ ନିଲମ୍ବନ କରିଛନ୍ତି ଶିମିଳିପାଳ ଫିଲ୍ଡ ଡାଇରେକ୍ଟର। ଜୟନ୍ତ କୁମାର ପ୍ରଧାନଙ୍କୁ ହାତିଖୁଲିଆ ସେକ୍ସନର ଫରେଷ୍ଟର, ମନୋହର ସିଂଙ୍କୁ ହାତୀଖୁଲିଆ ବିଟ୍ ର ଫରେଷ୍ଟ ଗାର୍ଡ ଓ ଆୟୁଷ୍ମାନ ପଣ୍ଡାଙ୍କୁ ମଙ୍ଗଳପୁର ବିଟ୍ ର ଫରେଷ୍ଟ ଗାର୍ଡ ଭାବେ ନୂତନ ଭାବେ ନିଯୁକ୍ତ କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp