ବାଲେଶ୍ୱର: ବାଲିଆପାଳ ବ୍ଲକରେ ରାସନକାର୍ଡ କଟାଯିବାକୁ ନେଇ ମଙ୍ଗଳବାର ଉତ୍ତେଜନା ଦେଖାଯାଇଛି। ଉତ୍ତେଜିତ ଲୋକେ ବ୍ଲକ କାର୍ଯ୍ୟାଳୟରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଜାମୁକଣ୍ଡା ପଞ୍ଚାୟତର ୭୦ଜଣଙ୍କ ରାସନକାର୍ଡ କଟାଯାଇଥିବା ଅଭିଯୋଗ ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp